ବାଲିଗୁଡା ଦଣ୍ଡପଦର ଠାରେ ରାତ୍ରି କାଳିନ ରକ୍ତ ପରିକ୍ଷା କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଟି ସମବାର ରାତି 7ରୁ ରାତି 11ପଯ୍ୟନ୍ତ ଅନୁଷ୍ଠିତ ହଇଯାଇଛି, CDMOଙ୍କ ନିର୍ଦେଶ କ୍ରମେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହଇଥିବା ବେଳେ ମେଡିକାଲ ଷ୍ଟାଫ ସହ ଆସା ଦିଦି ସାଗରିକା ନାୟକ ଏବଂ ଗୁଲି ଙ୍କ ସହଯୋଗ ରେ ପାଖାପାଖି 200ଜଣକ ନମୁନା ପରିକ୍ଷା କରାଯାଇଥିବା ନେଇ ସୁଚନା ମିଳିଛି, ଏହାର ମୁଖ୍ୟ ଉଦ୍ୟେଶ ହେଉଛି ଫାଇଲେରିଆ ନିରାକରଣ ଏଵଂ ପରିକ୍ଷା ବଲି ସୁଚନା ମିଳିଛି