ଜମି ବେଞ୍ଚ ମାର୍କ ମୂଲ୍ୟ ରିଭିଜନ ନେଇ ଝାରସୁଗୁଡା ଜିଲ୍ଲା ବାଘମୁଣ୍ଡା ରେ ପ୍ରତିକ୍ରିୟା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ଅପରାହ୍ନ ୩ ଟା ୩୦ ରେ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରତେକ ୨ ବର୍ଷ ରେ ଥରେ ଜମି ବେଞ୍ଚ ମାର୍କ ମୂଲ୍ୟ ରିଭିଜନ ହୋଇଥାଏ l ଉପଜିଲ୍ଲାପାଳ ଙ୍କ ନେତୃତ୍ୱ ରେ ଏକ କମିଟି ୨ ଦୁଇ ବର୍ଷରେ ଥରେ ଜମି ବେଞ୍ଚ ମାର୍କ ର ମୂଲ୍ୟ ପୁନଃ ନିର୍ଧାରଣ କରିଥାଏ l ସେହି କ୍ରମ ରେ ଆସନ୍ତା ୨ ବର୍ଷ ପାଇଁ ବେଞ୍ଚ ମାର୍କ ରିଭିଜନ ଆରମ୍ଭ ହୋଇଛି l ଏହି ରିଭିଜନ ରେ ବ୍ୟକ୍ତଗତ ଷ୍ଟେକ ହୋଲଡର ନିଜ ମତାମତ ମଧ୍ୟ ଦେଇ ପାରିବେ l ଜମି ର ମୂଲ୍ୟ କେତେ ବଢି