ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରାର ସମାସିଂହା ଗସ୍ତ କରି ମାଁ ଙ୍କର ପୂଜାର୍ଚ୍ଚନା କଲେ ବରଗଡ଼ ସାଂସଦ ଓ ଝାରସୁଗୁଡା ବିଧାୟକ
ଆସିଛି ପାର୍ବଣ ଏବଂ ବିଭିନ୍ନ ପୀଠ ସମେତ ପୂଜା ମଣ୍ଡପରେ ଚାଲିଛି ମା ଜଗତଜନନୀ ଦଶଭୁଜା ଦୁର୍ଗାଙ୍କର ଧୁମାଧାମରେ ଚାଲିଛି ପୂଜାର୍ଚ୍ଚନା। ତେବେ ପବିତ୍ର ଶାରଦୀୟ ଦୁର୍ଗାପୂଜା ର ମହାସପ୍ତମୀ ଅବସରରେ ଆଜି ଦିନ ବାରଟା ସମୟରେ ଝାରସୁଗୁଡା ଜିଲ୍ଲା କୋଲାବିରାର ସମାସିଂହା ଗସ୍ତ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଏବଂ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ଉଭୟେ କୋଲାବିରାର ସମାସିଂହା ଠାରେ ମାଁ ଙ୍କର ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ଏହା ସହିତ ଉପସ୍ଥିତ ଜନସାଧାରଣଙ୍କ ସହିତ ଆଲୋଚନା କରି ସମସ୍ତଙ୍କ ସହ ମିଶି ପାର୍ବଣ ପାଳନ କରି ସମସ୍ତଙ୍କୁ ପାର୍ବଣ ଅବସରରେ ଅଭିନନ୍ଦନ