ରାଇରଙ୍ଗପୁର ସହର: ବାରିପଦା ର ୨୭ନଂ ୱାର୍ଡ଼ରେ ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ‘ଆତ୍ମନିର୍ଭର ସଂକଳ୍ପ ଯାତ୍ରା’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଗାମୀ ଦିନରେ ଦେଶବାସୀ ଆତ୍ମନିର୍ଭର ଭାରତ ଗଠନ ଓ ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଆଜି ଅର୍ଥାତ ଶନିବାର ଅପରାହ୍ନ ପ୍ରାୟ ୫ ଟାରେ ବାରିପଦା ସହରର ୱାର୍ଡ ନଂ ୨୭ ଠାରେ ବିଜେପିର ମୟୂରଭଞ୍ଜ ଜିଲ୍ଲା ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ‘ଆତ୍ମନିର୍ଭର ସଂକଳ୍ପ ଯାତ୍ରା’ ଆୟୋଜନ କରାଯାଇଥିଲା।