ବାଲିକୁଦା: ଏରସମା ବ୍ଲକ ସଦର ମହାକୁମ କଂଗ୍ରେସ ପାର୍ଟି ଅପିସିରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ l
ଏରସମା ବ୍ଲକ ସଦର ମହାକୁମ କଂଗ୍ରେସ ପାର୍ଟି ଅପିସିରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ l ସୋମବାର ରାତ୍ର 8ଘଟିକା ସମୟରେ ଜଗତସିଂହପୁର ଜିଲ୍ଲା ଏରସମା ସଦର ମହାକୁମ କଂଗ୍ରେସ ପାର୍ଟି ଅପିସିରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି ୨୦୨୪ ସାଧାରଣ ନିର୍ବାଚନ ନେଇ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ନଳିନୀ କାନ୍ତ ସ୍ୱାଇଁକୁ କଂଗ୍ରେସର ବିଧାୟକ ପ୍ରାର୍ଥା ଭାବେ ଘୋଷଣାକରିବା ପରେ ଶ୍ରୀଯୁକ୍ତ ସ୍ୱାଇଁ ଏରସମାରେ କଂଗ୍ରେସର ପାର୍ଟି ଅପିସ ଉଦ୍ଘାଟନ କରିବା ସହିତ ଦଳିୟ ସଂଘଠନ କୁ କିଭଳି ସୁଦୂର କରି ଅଗ୍ରାମୀ ସାଧାରଣ ନିର୍ବାଚନରେ ବିଜୟୀ ହେବେ ସେଥିପାଇଁ ପାର୍ଟି ଅପିସିରେ ଏକ ପ୍ରସ୍ତୁ