Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଲାଙ୍ଗୀର: ବରପାଲି ପଡାରେ ଧୁମଧାମରେ ପୁଅ ଜିଉଁତିଆ ଉତ୍ସଵ ପାଳନ

Balangir, Balangir | Sep 14, 2025
ବଲାଙ୍ଗିର ବରପାଲି ପଡାରେ ଧୁମଧାମରେ ପୁଅ ଜିଉଁତିଆ ପାଳନ ବଲାଙ୍ଗିର ଜିଲ୍ଲାର ବରପାଲି ପଡାରେ ଆଜି ପାରମ୍ପରିକ ଧାର୍ମିକ ଉତ୍ସାହରେ ପାଳିତ ହେଲା ପୁଅ ଜିଉଁତିଆ ଉତ୍ସବ। ସକାଳୁଠାରୁ ଉପବାସିନୀ ମା’ମାନେ ସନ୍ତାନଙ୍କ ମଙ୍ଗଳ, ଦୀର୍ଘାୟୁ ଓ ସମୃଦ୍ଧି ପାଇଁ ବ୍ରତ କରିଥିଲେ। ଏହାକୁ ନେଇ ପଡାରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ଦେଖାଗଲା ଏହି ଉତ୍ସଵ। ପାରମ୍ପରିକ ପଦ୍ଧତିରେ ପୂଜା-ପାଠ ସହିତ ମହିଳାମାନେ ନିଜର ପୁଅମାନଙ୍କ ମଙ୍ଗଳାଶୀଷ କରିଥିଲେ। ସ୍ଥାନୀୟମାନେ କହିଥିଲେ, ପିଢ଼ୀ ଦର ପିଢ଼ୀ ଚାଲିଆସୁଥିବା ଏହି ପରମ୍ପରା ଆଜିବି ସମାଜକୁ ସଂସ୍କୃତିକ ଏକତାରେ ବାନ୍ଧି ରଖିଛି।

MORE NEWS