ବାସୁଦେବପୁର: ସାହୁ ସାହି ନିକଟରେ ଡ୍ରେନ ରେ ପଡି ଜଣେ ଗୁରୁତର
ସାହୁ ସାହି ନିକଟରେ ଡ୍ରେନ ରେ ପଡି ଜଣେ ଗୁରୁତର । ଗୁରୁତରଙ୍କୁ ଉଧାର କରି ବାସୁଦେବପୁର ମେଡିକାଲ ରେ ଭର୍ତି କଲେ ସ୍ଥାନୀୟ ଲୋକ । ଏଭଳି ଅଘଟଣ ଘଟିଛି ସାହୁ ସାହି ନିକଟରେ ଆଜି ସକାଳ 11ଟାରେ । ବ୍ୟକ୍ତି ଜଣକ ଯାଉଥିବା ସମୟରେ କୌଣସି କାରଣରୁ ଡ୍ରେନରେ ଖସି ପଡ଼ିଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରଚୁର ରକ୍ତଶ୍ରାବ ଯୋଗୁ ସ୍ଥାନୀୟ ଲୋକ ବାସୁଦେବପୁର ମେଡିକାଲ ରେ ଭର୍ତି କରିଥିଲେ । ଗୁରୁତର ବ୍ୟକ୍ତି ନିକଟସ୍ଥ ଅଂଚଳର କିଣୁ ସାହୁ ବୋଲି ଜଣାପଡିଛି ।