ଝାରସୁଗୁଡା: ଝାରସୁଗୁଡ଼ା BTM ବିଦେଶୀ ମଦ ଦୋକାନ ସାମ୍ନାରେ ଦୁର୍ଘଟଣାରେ ଜଣେ ଗୁରୁତର
ଆଜି ଝାରସୁଗୁଡ଼ା ଜିଲ୍ଲା BTM ଛକ ଠାରେ ଥିବା ବିଦେଶୀ ମଦ ଦୋକାନ ସାମ୍ନାରେ ଏକ ଦୁର୍ଘଟଣା ଘଟିଛି ଯେଉଁଥିରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଆହତ ବ୍ୟକ୍ତି ଜଣଙ୍କ ହେଲେ ସୁନ୍ଦରଗଡ଼ ଜିଲ୍ଳା ଅନ୍ତର୍ଗତ ଚକ୍ର ହେମଗିରି ର ତ୍ରିନାଥ ଶାହ ଯାହାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।