ଆଠମଲ୍ଲିକ: ସାକ୍ଷୀ ଙ୍କୁ ମାଡ ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ଥାନା କୁଟାସିଙ୍ଗା ଗ୍ରାମର ଏକ ମାମଲା ରେ ସାକ୍ଷୀ ଥିବା ଦିପେଶ ମାହାକୁଡ ଙ୍କୁ ସେହି
ଅଞ୍ଚଳ ର ପୂର୍ଣ୍ଣ ଚନ୍ଦ୍ର ବେହେରା , ବରୁଣ ପ୍ରଧାନ , ସଂଜୀବ ବେହେରା ମାଡ ମାରିଥିବା ଦିପେଶ ମଙ୍ଗଳବାର ଦିନ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୨୯୪/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ପୂର୍ଣ୍ଣ ଚନ୍ଦ୍ର ଙ୍କର ଏକ ମାମଲା ରେ ଦିପେଶ ସାକ୍ଷୀ ଥିବା ବେଳେ ଦିପେଶ ତାଙ୍କ ବାଇକ ଯୋଗେ ଘର କୁ ଯାଉଥିବା ବେଳେ ତାଙ୍କୁ ବାଟରେ ପୂର୍ଣ୍ଣ ଚନ୍ଦ୍ର , ବରୁଣ , ସଂଜୀବ ମାଡ ମାରିବା