ନବରଙ୍ଗପୁର ଜିଲ୍ଲାପାଳ ଡ଼. ମହେଶ୍ୱେର ସ୍ୱାଇଁ ଝରୀଗାଁ ତହସିଲ କାର୍ଯ୍ୟାଳୟ ଗସ୍ତ କରିଥିଲେ l କାର୍ଯ୍ୟାଳୟ ଜାଇ ସମସ୍ତ ନଥିପତ୍ର ଯାଞ୍ଚ କରିବା ସହ ଅଧୁରା ରହିଥିବା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ଏବଂ ସମସ୍ତ କାର୍ଯ୍ୟ କିପରି ସମୟ ସୀମା ମଧ୍ୟରେ ସରିବ ଯାହା ଫଳରେ ହିତାଧିକାରୀ ମାନେ ସେମାନଙ୍କ ଅଧିକାରୀ ପାଇ ପାରିବେ ସେ ନେଇ ଆଲୋଚନା କରିଥିଲେ l