ଫୁଲବାଣୀ ସହର: ଫୁଲବାଣୀ ବାଣିଜ୍ୟକର କାର୍ଯ୍ୟଳୟ ଠାରେ ଜିଲ୍ଲାର ସମସ୍ତ ବ୍ୟବସାୟ ସଙ୍ଘ ର ସଭାପତି ଓ କର୍ମକର୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି
ଫୁଲବାଣୀ ବାଣିଜ୍ୟକର କାର୍ଯ୍ୟଳୟ ଠାରେ ଜିଲ୍ଲାର ସମସ୍ତ ବ୍ୟବସାୟ ସଙ୍ଘ ର ସଭାପତି ଓ କର୍ମକର୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି.ଏହି ସମୟରେ ଅତିରିକ୍ତ ବାଣୀଜ୍ୟକର ଅଧିକାରୀ ଙ୍କ ସହ ବହୁ ପଦାଧିକାରୀ ଯୋଗ ଦେଇଥିଲେ. ବର୍ତମାନ gst ର ନୂତନ ନିୟମ ଓ ଏହା କିପରି ସରଳି କରଣ ହୋଇ ପାରିବ ସେ ଉପରେ ଆଲୋଚନା ହୋଇଥିଲା.