ହିନ୍ଦୋଳ: ହିନ୍ଦୋଳ ପୋଲିସ ଆକ୍ସନ ମୋଡରେ ଥାନା ଅଞ୍ଚଳରୁ ୧୦ କେଜିରୁ ଉର୍ଦ୍ଦ ଗଞ୍ଜେଇ ଓ ବାଇକ ଜବତ ସହିତ ଅପରାଧୀ ଗୀରଫ
ଢେ଼ଙ୍କାନାଳ ଏସପି ଅଭିନାଭ ସୋନକରଙ୍କ ନିର୍ଦେଶରେ ହିନ୍ଦୋଳ ଉପଖଣ୍ଡ ଏସଡିପିଓ ସତ୍ୟ କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଚାଲିଛି ଅପରେସନ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ନେତୃତ୍ଵରେ ଏକ ସତନ୍ତ୍ର ଟିମ୍ ପ୍ରସ୍ତୁତ କରି ବିଶେଷ ସୂତ୍ରରୁ ଖବର ପାଇ ଏକ ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା କର୍ଣପୁର ଗ୍ରାମର ପ୍ରଦିପ କୁମାର ସାହୁଙ୍କୁ କାବୁ କଲା ହିନ୍ଦୋଳ ଥାନା ପୋଲିସ। ୧୦ କେଜି ୧୨୪ଗ୍ରାମ୍ ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟୟ ଏକ ଲକ୍ଷ ଟଙ୍କା ତାହା ସହ ଏକ ବାଇକକୁ ଜବତ କରିବା ସହିତ ପ୍ରଦିପ କୁମାର ସାହୁଙ୍କୁ ଗୀରଫ କରାଯାଇଛି।