କୋଟପାଡ: ବୈପାରୀଗୁଡାର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କୋରାପୁଟ ବିଧାୟକ ରଘୁରାମ ମାଛ
Kotpad, Koraput | Oct 10, 2025 ବୈପାରୀଗୁଡା ବ୍ଲକର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ l ଆଜି ସନ୍ଧ୍ୟା ସାତୋଟା ସମୟରେ ବୈପାରୀଗୁଡା ସଦର ମହକୁମା ସ୍ଥିତ ଗଜ ଲଷ୍ମୀ ପୂଜା ମଣ୍ଡପରେ ପହଂଚି ଆମଙ୍କ ଆଶ୍ରିବାଦ ଗ୍ରହଣ କରିଛନ୍ତି l ସେହିପରି ଗୁମ୍ମା ଭାଲୁଗୁଡା ଠାରେ ମଧ୍ୟ ମାଆ ଙ୍କ ଦର୍ଶନ କରିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ l