ଦିଗପହଣ୍ଡି: ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ମିତ୍ରପୁର ଗ୍ରାମରେ ଚାରା ରୋପଣ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ମିତ୍ରପୁର ଗ୍ରାମରେ ଚାରା ରୋପଣ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠଖ ଅ।ଜି ଦିନ 11 ଘଣ୍ଟ ସମୟରେ ହୋଇଯାଇଥିବାର ଖବର ମିଳିଥିବା ବେଳେ ବୈଠକରେ ମିତ୍ରପୁର ଗ୍ରାମ ର ବହୁ ଜନସାଧାରଣ ଯୋଗ ଦେଇଥିଲେ । ଏଥିସହ ବୈଠକରେ କୁକୁଡାଖଣ୍ଡି ବ୍ଲକର ବହୁ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇ ଚାରା ରୋପଣ ଉପରେ ସାଧାରଣ ଜନତାଙ୍କୁ ସଚେତନତା କରାଇଥିବାର ସୂଚନା ମିଳିଛି ।