କୋରାପୁଟ ସହର: କ ଲମତାପୁଟ ପୁଟ ବ୍ଲକ ଅନ୍ତର୍ଗତ ଚିକେନ ପୁଟ ଗ୍ରାମ ପଂଚାୟତ ବାରଙ୍ଗା ବାଡ଼ି ଖେଳ ପଡିଆ ଠାରେ ପଂଚାୟତ୍ ସ୍ତରୀୟ ପରବ ଅନୁଷ୍ଟିତ
କୋରାପୁଟ ସହର....ଆଜି ଦିନ ଚାରି ଟା ସମୟରେ ଲମତାପୁଟ ପୁଟ ବ୍ଲକ ଅନ୍ତର୍ଗତ ଚିକେନ ପୁଟ ଗ୍ରାମ ପଂଚାୟତ ବାରଙ୍ଗା ବାଡ଼ି ଖେଳ ପଡିଆ ଠାରେ ପଂଚାୟତ ସ୍ତରୀୟ ପରବ ପାଳନ କରାଗଲା. ଏହି ପରବ ପାଳନ ଅବସରେ ମୁଖ୍ୟ ଅତିଥି ଭାବେରେ ଲମତା ପୁଟ ବ୍ଲକ ଅଧକ୍ଷ ଶ୍ରୀ ତାପସ କୁମାର ଚାଲାନ ସମ୍ମାନିତ ସ୍ଥାନୀୟ ସରପଞ୍ଚ ସୁନାଧର ମୁଦୁଲି ବନମାଳୀ ପୁଟ ସମିତି ସଭ୍ୟ ଜଗନ୍ନାଥ ହନ୍ତାଳ ପେଟା ପଂଚାୟତ ସମିତି ସଭ୍ୟ ବଳଭଦ୍ର ପୁକିଆ ଲମତାପୁଟ ସରପଞ୍ଚ ପ୍ରଫୁଲ୍ଲ କ୍ରିଷାନି ପି.ଇ.ଓ ସୁରେଶ ପାଣିଗ୍ରାହୀ ବରିଷ୍ଟ ନେତା ମାଧବ ଚନ୍ଦ୍ର ଦୋର.ଲକ୍ଷ୍ମଣସାହୁ ସନ୍ୟାସୀ ଖରା. ସ୍ଥାନୀୟ ନାଇବ ସରପଞ୍ଚ ପ୍ରତେକ ଗ୍ରାମ