ପଟ୍ଟାଙ୍ଗୀ: ଥୁବା ଠାରେ ନେତାଜୀ ଫୁଟ ବଲ ଟର୍ଣାନେଣ୍ଟ ଅନୁଷ୍ଠିତ
ନନ୍ଦପୁର ବ୍ଲକ ଅନ୍ତର୍ଗତ ଥୁବା ସଦର ମହକୁମା ନେତାଜୀ ଖେଳ ପଡିଆ ପରିସର ରେ ଗତ ସପ୍ତାହ ବ୍ୟାପି ଚାଲିଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କ ମନ ବଳ ଦୃଢ କରିବା ସହ ଉଭୟ ଦଳ ଖେଳ ପ୍ରଦର୍ଶନ କୁ ଉଚ୍ଚ ପ୍ରଶଂସା କରିଥିଲେ ପୂର୍ବତନ ବିଧାୟକ ରଘୁରାମ ପଡାଲ।