କରଞ୍ଜିଆ: କରଞ୍ଜିଆ ବ୍ଲକ ରସମତୋଳା ପଞ୍ଚାୟତ ପରିଦର୍ଶନ କଲେ ବିଡିଓ
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ରସମତୋଳା ଗ୍ରାମ ପଞ୍ଚାୟତରେ ବୁଧବାର ଦିନ ପ୍ରାୟ ୧୧.୩୦ ରୁ ୧୨.୩୦ ଯାଏଁ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଫିଲ୍ଡ ପରିଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା ପରିଷଦ ଏବଂ ଓଡ଼ିଶା ସରକାରଙ୍କ ପଞ୍ଚାୟତୀ ରାଜ ଓ ପାନୀୟ ଜଳ ବିଭାଗର ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।