କୋରାପୁଟ ସହର...ଆଜି ସକାଳ ଛଅ ଟା ସମୟ ରେ କୋରାପୁଟ ରେ ଦୁଇ ଦିନ ହେବ ପ୍ରବଳ ଜାଡ ଅନୁଭୂତ ହେଉଛି। ଏବଂ ବିଭିନ୍ନ ସ୍ଥାନ ରେ ରାତିର ତାପମାତ୍ରା ଦଶ ଡ଼ିଗ୍ରୀ ତଳେ ରହୁଚି। ଏଵଂ ବିଭିନ୍ନ ସ୍ଥାନ ରେ ତୁଷାରପାତ ସହ ବରଫ ପଦୁଥିବାର ଦେଖିବାକୁ ପାଉଛୁ। ଆଜି ସକାଳେ କୋରାପୁଟ ସଦର ରାଜୁଗୁଡା ରେ ଥିବା ଡ୍ରିମ୍ ହିଲ କଫି ବଗିଚା ରେ ବରଫ ପଡୁଥିବାର ଦେଖିବାକୁ ମିଳିଚି। ଏବଂ ତାପମାତ୍ରା ମଧ୍ୟ 4.2 ଡିଗ୍ରୀ ରହିଚି।