ଅନୁଗୋଳ: କାଣ୍ଡଶର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଚା' ଦୋକାନରୁ ୨ଟି ଗ୍ୟାସ୍ ସିଲିଣ୍ଡର୍ ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ଜିନିଷ ଚୋରି
Anugul, Angul | Jul 18, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନାଲକୋ ଥାନାର କାଣ୍ଡଶର ଗ୍ରାମ ନିକଟରେ ଥିବା ଗୋଟିଏ ଚା ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଦୁଇଟି...