ଉତ୍ତରା ପୋଲିସ ଷ୍ଟେସନ: ଧଉଳି ଥାନା ନାଥ ପୁରରେ ଗାଁ ଲୋକଙ୍କୁ ଅସଭ୍ୟଭାଷାରେ ଗାଳି ଗୁଲଜ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ
ଧଉଳି ଥାନା ନାଥ ପୁରରେ ଗାଁ ଲୋକଙ୍କୁ ଅସଭ୍ୟଭାଷାରେ ଗାଳି ଗୁଲଜ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ | ଧଉଳି ଥାନା ନାଥ ପୁରରେ ଗାଁ ଲୋକଙ୍କୁ ଅସଭ୍ୟଭାଷାରେ ଗାଳି ଗୁଲଜ ଘଟଣା | ଆଜି 4.21ରେ ଜଣଙ୍କୁ ଗିରଫ କଲା ଧଉଳି ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଉଛି ସୌମ୍ୟ ରଞ୍ଜନ ସାହୁ | ଘର ଧଉଳି ଥାନା ନାଥପୁର ଅଞ୍ଚଳରେ | ଦୀର୍ଘ ୩ ଦିନ ହେବ ସୌମ୍ୟ ସେଠାକାର ଗ୍ରାମବାସୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲା | ଯିଏ ପ୍ରତିବାଦ କରୁଥିଲା ତାକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା | ଏନେଇ ସମସ୍ତ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |