କୋରାପୁଟ ସହର: ଘନ କୁହୁଡ଼ି ରେ ଆଚାଦିତ୍ କୋରାପୁଟ। ଘନ କୁହୁଡ଼ି ସାଙ୍ଗକୁ ଜାଡ ଓ ପ୍ରବଳ ଶୀତ କରୁଛି ଥର ହର। ପ୍ରତିକ୍ରିୟା ରଖିଲେ ଆଇନଜୀବି ସଞ୍ଜୟ ଝା
କୋରାପୁଟ ...ଘନ କୁହୁଡ଼ି ରେ ଆଚାଦିତ୍ କୋରାପୁଟ। ଆଜି ସକାଳ ସାତ ଟା ସମୟ ରେ ଘନ କୁହୁଡ଼ି ସାଙ୍ଗକୁ ଜାଡ ଓ ପ୍ରବଳ ଶୀତ କରୁଛି ଥର ହର। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବି ସଞ୍ଜୟ ଝା କୋରାପୁଟ ର ବିଭିନ୍ନ ଅଂଚଳ ରେ ରାତିର ତାପମାତ୍ରା ପାଞ୍ଚ ଡିଗ୍ରୀ ରହୁଚି। ଦାମନଯୋଡି ରେ ରାତିର ତାପମାତ୍ରା 4. ଡିଗ୍ରୀ ରହିଥିବା ବେଳେ କୋରାପୁଟ ରେ ସାତ ଡ଼ିଗ୍ରୀ ରହିଚି। ସେଇପରି ଲମତାପୁଟ ରେ ରାତିର ତାପମାତ୍ରା 5.2 ଡିଗ୍ରୀ ରହିଥିବା ବେଳେ ନନ୍ଦପୁର ରେ ପାଞ୍ଚ ଡ଼ିଗ୍ରୀ ରହିଚି। ଆଗକୁ ଭି ଏଭଳି ଥଣ୍ଡା ଓ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗ ରୁ ସୂଚନା ମିଳିଛି।