ମହୁଲପାଲି: ଅଯଥା ରେ ୧୦୮ କୁ ଫୋନ୍ କରିବା ମହାଙ୍ଗା ପଡ଼ିଲା, ଡଙ୍ଗାଯୋର୍ ରୁ ମଦ୍ୟପ ଯୁବକ କୁ ବୋହି ଆଣି ପୋଲିସ କୁ ଜିମା ଦେଲେ ଆମ୍ବୁଲାନ୍ସ କର୍ମଚାରୀ
Mahulpalli, Sambalpur | Jun 4, 2025
ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ଡଙ୍ଗାଯୋର୍ ଗ୍ରାମ ର ପିଣ୍ଟୁ ମୁଣ୍ଡା ବୁଧବାର ଦିନ ଅଯଥା ରେ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରି ଡାକି ହଟହଟା...