ନର୍ଲା: ଶ୍ରିପାଲି ଗ୍ରାମର କୁମାର ରଣା କୁ ତାଙ୍କ ବଡ଼ ଭାଇ ଧାରୁଆ ଅସ୍ତ୍ର ରେ ଆକ୍ରମଣ ଉଦ୍ୟମ ଧମକ କଥା କୁ ନେଇ ଆଜି ଥାନାରେ ଅଭିଯୋଗ
Narala, Kalahandi | Sep 10, 2025
ନର୍ଲା ଥାନା ଅନ୍ତର୍ଗତ ଶ୍ରିପାଲି ଗ୍ରାମର କୁମାର ରଣା ଙ୍କୁ ତାଙ୍କ ବଡ ଭାଈ କରୁଣା ରଣା କୌଣସି କଥା କୁ ନେଇ ଝଗଡ଼ା କରି ଧାରୁଆ ଅସ୍ତ୍ରରେ...