ଜଗତସିଂହପୁର: ବାଲିକୁଦା ଥାନା ଅଂଚଳରେ ଆନ୍ଦ୍ରପ୍ରଦେଶ ର ସ୍ୱର୍ଣ୍ଣାକେଶ୍ୱର ଏଜେନ୍ସି ଲକ୍ଷ୍ୟାଧିକ ଟଙ୍କା ଠକେଇ ଅଭିଯୋଗ ରେ ଅଭିଯୁକ୍ତ ଗିରଫ ପରେ ଏସ୍ଡ଼ିପି
ବାଲିକୁଦା ଥାନା ଅଂଚଳରେ ଆନ୍ଦ୍ରପ୍ରଦେଶ ର ସ୍ୱର୍ଣ୍ଣାକେଶ୍ୱର ଏଜେନ୍ସି ଲକ୍ଷ୍ୟାଧିକ ଟଙ୍କା ଠକେଇ ଅଭିଯୋଗ ରେ ଅଭିଯୁକ୍ତ ଗିରଫ ପରେ ଏସ୍ଡ଼ିପିଓ ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ଥାନା ଅଂଚଳରେ ଆନ୍ଦ୍ରପ୍ରଦେଶ ର ସ୍ୱର୍ଣ୍ଣାକେଶ୍ୱର ଏଜେନ୍ସି ନାମରେ ଲୋକମାନଂକ ଠାରୁ ଲକ୍ଷ୍ୟାଧିକ ଟଙ୍କା ଜମା ଆଣି କମ ସୁଧରେ ଲୋନ ଦେବାର ପ୍ରତିଶୃତି ଦେଇ ଟଙ୍କା ନ ଫେରେଇବାରୁ ଲୋକମାନେ ଥାନାରେ ଅଭିଯୋଗ କରିଥିଲେ,ଏଥିନେଇ ଦୁଇଜଣ ମହିଳା ଙ୍କୁ ଗିରଫ କରିଛି ବାଲିକୁଦା ପୋଲିସ , ଦୁଇ ମହିଳା ହେଲେ କ୍ଷୋରଦା ଜ଼ିଲ୍ଲା ଗୁରୁଜଙ୍ଗ ଗ୍ରାମର ରିତା ଦାସ ଓ ଜଗତସି