ରାଜ୍ୟରେ ମହିଳା ଓ ଛାତ୍ରୀ ଅସୁରକ୍ଷିତ ହୋଇ ପଡିଛନ୍ତି, ସେମାନଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା ଯୁବ ଛାତ୍ର ବିଜେଡି ଅଭିଯୋଗ କରିଛି। ଏହା ପ୍ରତିବାଦରେ ଶୁକ୍ରବାର ଦିନ ୨ଟାରେ ଯୁବ ଛାତ୍ର ବିଜେଡି ପକ୍ଷରୁ ଡିଜିପି ଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଟନମେଣ୍ଟ ଥାନାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।