କୋରାପୁଟ ଜିଲ୍ଲା-ଦଶମନ୍ତପୁର ଥାନା ଅଧିକାରୀ ସୁକମା ହଂସଦାହଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜୟପୁର ଠାରେ ଭିଜିଲାନ୍ସ ଏସପି ଆଜି ସଂନ୍ଧ୍ୟା 7ଟାରେ ଦେଲେ ସୂଚନା l ଥାନା ଅଧିକାରୀ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ l ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦,ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ହଂସଦାହଙ୍କୁ ଗିରଫ କରିଥିଲେ। ସୁକମା ହଂସଦା, ଆଇଆଇସିଙ୍କ କବଜାରୁ ଲାଞ୍ଚ ଟଙ୍କା ୨୦ ହଜାର ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି ।