ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି 23ତାରିଖ ଗୁରୁବାର ସକାଳ 11ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ରର ବିଭିନ୍ନ ସ୍ଥାନରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ତୁମୁରା ଠାରେ ଅନୁଷ୍ଠିତ କାର୍ଯ୍ର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଓ ପ୍ରଭାତ କୁମାର ଖମାରି ନୂଆପଡା ବିଧ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପୂଝରୀ ଶିକ୍ଷକ ରାଜାରାମ ଶବର ରାଜୀବ କୁମାର ଖମାରି ସଭାପତି ରଂଜିତା ଭୋଇ ମଞ୍ଚ ପରିଚାଳନା ଉପେନ୍ଦ୍ର କୁମାର ସାହୁଉପସ୍ଥିତ ରହିଥିଲେ ଠିକ ସେହିପରି