ଆନନ୍ଦପୁର: ଅଣା ଛକ ନିକଟରୁ ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଜବଦ
ଅଣା ଛକ ନିକଟରୁ ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଜବଦ କରିଛି ଖଣି ବିଭାଗ। ଆଜି ସକାଳୁ ଖଣି ବିଭାଗର ସ୍କ୍ବାର୍ଡ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଣା ଛକ ନିକଟରୁ ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଧରିବାରେ ସଫଳ ହୋଇଥିଲେ। ଦିନ ୯ଟା ବେଳେ ଗାଡି ଦୁଇଟିକୁ ନନ୍ଦିପଦା ପୋଲିସ ଜିମା ଦିଆ ଯାଇଛି।