କଟକ ପୌରାଞ୍ଚଳ: ଜୟପୁର ଅନନ୍ତ ପ୍ରସାଦ ଗାଁରେ ଅସୁସ୍ଥ ଅବସ୍ଥାରେ ହାତୀ ଠାବ, ଖବର ପାଇ ପହଞ୍ଚିଲା ବନ ବିଭାଗ
Cuttack M Corp PS, Cuttack | Jul 14, 2025
କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟପୁର ଅନନ୍ତ ପ୍ରସାଦ ଗାଁରେ ଏକ ଅସୁସ୍ଥ ଅବସ୍ଥାରେ ହାତୀ ଉଦ୍ଧାର କରାଯାଇଛି। ଗାଁ ପଡ଼ିଆରୁ ଅସୁସ୍ଥ...