ପାଲଲହଡା: କଦଳିପାଳ ଗ୍ରାମର ନିଖୋଜ ନାବାଳିକାକୁ ଆନ୍ଧ୍ରରୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ଥାନାରେ ଅଭିଯୋଗ
ଅଠର ବର୍ଷ ରୁ କମ୍ ବୟସର ଝିଅ ମାନଙ୍କୁ ପ୍ରଲୋଭନ ଦେଖାଇ ଚାଲାଣ ହେଉଛନ୍ତି ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳକୁ । ପୋଲିସକୁ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ସୁଶୁବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଡାଗଡ ଗ୍ରାମର କଦଳୀପାଳ ସାହିରେ । ଗୁରୁବାର ସକାଳ ୧୧ ଘଟିକା ସମୟରେ ଗଣମାଧ୍ୟମକୁ ପରିବାର ଲୋକଙ୍କ ପ୍ରତିକ୍ରିୟା ।