ତେର ବର୍ଷ ର ଛାତ୍ର ନୋଟିସ ବୋର୍ଡ ପିନ୍ ଗିଳି ଛାତ୍ର ମୃତ କନ୍ଧମାଳ ଜିଲା ଫୁଲବାଣୀ ଉପଖଣ୍ଡର ଥୂବା ଧୋବାତୋଟା ଆଦର୍ଶ ବିଦ୍ୟାଳୟର ତୁଷାର ମିଶ୍ର 13 ବର୍ଷ ସପ୍ତମ ଶ୍ରେଣୀ ଛାତ୍ର ବିଦ୍ୟାଳୟ ନୋଟିସ୍ ନାମକ ଜଣେ ସପ୍ତମ ବୋର୍ଡ଼ରେ ଲାଗି ଲାଗିଥିବା ଗୋଟିଏ ପିନ୍ ଗିଳି ଦେବା ଫଳରେ ଚିକିତ୍ସିତ ଅବସ୍ଥାରେ ପ୍ରାୟ ଏକ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ ପ୍ରକାରେ, ଗତ ୧୫ ତାରିଖ ଦିନ ତୁଷାର ନୋଟିସ୍ ବୋର୍ଡ଼ରେ ଲାଗିଥିବା ଏକ ପିନ୍ ଅସାବଧାନ ବଶତଃ ଗିଳି ଦେଇଥିଲେ । ଏନେଇ ନିଜେ ତୁଷାର ଓ କିଛି ସାଙ୍ଗମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବଗତ କରିଥି