ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାର ରାଇକିଆ, ଜି ଉଦୟଗିରି, ଟିକାବାଲି ଅଞ୍ଚଳ ର ବିଭିର୍ନ ସ୍ଥାନରେ ଜଙ୍ଗଲୀ ଦନ୍ତା ହାତୀ କୁ ଘଉଡ଼ାଇବା ପାଇଁ ଚାଲିଲା ପ୍ରୟାସ
Phulabani Town, Kandhamal | Aug 21, 2025
କନ୍ଧମାଳ ଜିଲ୍ଲାର ରାଇକିଆ, ଜି ଉଦୟଗିରି, ଟିକାବାଲି ଅଞ୍ଚଳ ର ବିଭିର୍ନ ସ୍ଥାନରେ ଜଙ୍ଗଲୀ ଦନ୍ତା ହାତୀ କୁ ଘଉଡ଼ାଇବା ପାଇଁ କନ୍ଧମାଳ ଓ ଘୁମୁସର...