ପରଜଙ୍ଗ: ସିଆରିମାଳିଆ ପଦ୍ମପୋଖରୀ ରାସ୍ତାର ଗଡା ନିକଟରେ ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଲା କାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ କାର ଚାଳକ।
Parajang, Dhenkanal | Jul 10, 2025
ସିଆରିମାଳିଆ ପଦ୍ମପୋଖରୀ ରାସ୍ତାର ଗଡା ନିକଟରେ ବିଲ ଭିତରକୁ ପଶିଲା କାର।କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ସିଆରିମାଳିଆ ପଦ୍ମ ପୋଖରୀ...