ବାସୁଦେବପୁର: କପାଗଡ଼ିଆ ଠାରେ ସରକାରୀ କାର୍ଯ୍ଯର ବିଲ ନମିଳିବାରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ
କପାଗଡ଼ିଆ ଠାରେ ହୋଇଥିବା ସରକାରୀ କାର୍ଯ୍ଯର ବିଲ ନମିଳିବା କାରଣରୁ ଗ୍ରାମବାସୀ ମଙ୍ଗଳବାର ବାସୁଦେବପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି। ତେବେ ଟଙ୍କା ନମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ ଧରିଥିଲେ। ଏଥିସହ ଧାରଣାରତ ବ୍ଯକ୍ତି ପ୍ରତିକ୍ରିୟା ରଖିଛନ୍ତି।