ବାଲିିଅନ୍ତା: ଜୟଦେବ ନିର୍ବାଚନ ମଣ୍ଡଳୀରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ
ଜୟଦେବ ନିର୍ବାଚନ ମଣ୍ଡଳୀରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି । ବାଲିଅନ୍ତା ବ୍ଲକରେ ରବିବାର ମଧ୍ୟାନ ୧୨ ଟା ସମୟରେ ମୋଟ ଧାନଜମି ମଧ୍ୟରୁ 80 ପ୍ରତିଶତ ଖରିଫ ଋତୁରେ ଧାନଚାଷ କରାଯାଇଥାଏ । କିନ୍ତୁ ଅଦିନିଆ ବର୍ଷା ଫଳରେ ଧାନଚାଷ ବିଶେଷ ଭାବରେ କ୍ଷତିଗ୍ରସ୍ଥ ହୋଇଛି । ଲଗାଣ ବର୍ଷା ଯୋଗୁଁ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ବିଲରେ ପାଚିଲା ଧାନ ପଡିଯିବା ସହିତ ପାଣିରେ ବୁଡି ରହିଛି