ଆଠମଲ୍ଲିକ: ଶଶୁର ଓ ବହୁ ଙ୍କୁ ମାଡ଼ ଅଭିଯୋଗ
ଅନୁଗୋଳ ଜିଲ୍ଲା ଠାକୁର ଗଡ଼ ଥାନା ଝାର ବଇଣ୍ଡା ଗ୍ରାମର ପ୍ରମୋଦ ନାୟକ ଓ ତାଙ୍କ ବହୁ ରଂଜିତା ନାୟକ ଙ୍କୁ
ସେହି ଗ୍ରାମର ସରୋଜ ସ୍ୱାଇଁ ଓ ତାଙ୍କର 5 ଜଣ ସହଯୋଗୀ ଏକ ଠେଙ୍ଗା ରେ ମାଡ଼ ମାରିବା ସହ ହତ୍ୟା କରିବା ପାଇଁ ଧମକ ଦେଇଥିବା ପ୍ରମୋଦ ଠାକୁର ଗଡ଼ ଥାନା ରେ ମଙ୍ଗଳ ବାର ଦିନ ଅଭିଯୋଗ କରିଛନ୍ତି l ପୋଲିସ ତାଙ୍କ ଅଭିଯୋଗ କୁ ଭିତ୍ତି କରି ନମ୍ବର 290/25 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ ପ୍ରମୋଦ ଗ୍ରାମରେ ଥିବା ଏକ ପୋଖରୀ କୁ ଶୌଚ କରିବା ପାଇଁ ଯାଇଥିଲେ l ସରୋଜ ଏକ କାର ମାଧ୍ୟମ ରେ ତାଙ୍କ 5 ଜଣ ସହଯୋଗୀ ଙ୍କ ସହ ପ୍ରମୋଦ ଙ୍କୁ