ରେଢାଖୋଲ: ରଥସାହି ଛକରେ ଥିବା ଜ୍ୟୋତି ଫ୍ୟାନ୍ସି ଷ୍ଟୋର ରୁ 46 ହଜାର ଟଙ୍କା ଚୋରି , ଚୋରିରେ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ
Rairakhol, Sambalpur | Aug 6, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ରଥସାହି ଛକରେ ଥିବା ଜ୍ୟୋତି ଫ୍ୟାନ୍ସି ଷ୍ଟୋରରୁ ଗତକାଲି ମଙ୍ଗଳବାର ଅପରାହ୍ନରେ ନଗଦ 46 ହଜାର ଟଙ୍କା...