ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ ପହଞ୍ଚି ସ୍ଥିତି ପରଖୁଛନ୍ତି ଅଞ୍ଚଳରେ ଛନ୍ତି। ଦୁର୍ଗମ ଗ୍ରାମରେ ହଠାତ ୨ ଜଣ ଆଇଏଏସ ଅଧୂକାରୀଙ୍କୁ ପାଖରେ ରେ ପାଇ ଅଞ୍ଚକବାସୀ ଖୁସି ଅନୁଭବ କରିବା ସହ ତାଙ୍କ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି। ୨ ଆଇଏଏସ ଅଧୂକାରୀଙ୍କ ସହ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର ପାତ୍ର ଓ ଅନ୍ୟ ଅଧିକାରୀ ମଧ୍ୟ କୁମ୍ଭାରିପଦର ଦର ଗ୍ରାମରେ ପହଞ୍ଚି ଏକାଧିକ ଥର ଭୂସ୍ଖଳନ ହୋଇଥିବା ସୁ ସ୍ଥାନକୁ ବୁଲି ଦେଖୁଛନ୍ତି।