ଭଟଲି: ଭଟଲି କୃଷି ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ଶ୍ରୀଅନ୍ନ ଅଭିଯାନ ସଚେତନତା ରଥ ର ଶୁଭାରମ୍ଭ
ଭଟଲି କୃଷି ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ଶ୍ରୀଅନ୍ନ ଅଭିଯାନ ସଚେତନତା ରଥ ର ଶୁଭାରମ୍ଭ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓ ଓଡିଶା ସରକାରଙ୍କ ଏକ ଅଭିନବ ପ୍ରୟାସ ମାଧ୍ୟମରେ ଶ୍ରୀଅନ୍ନଅଭିଯାନ ତରଫରୁ ଭଟଲି ବ୍ଳକ ରେ ମାଣ୍ଡିଆ ତଥା ଅଣ ମାଣ୍ଡିଆ ଚାଷ କରିବା ଏବଂ ପ୍ରତ୍ୟେକ ଙ୍କ ଖାଦ୍ୟ ଥାଳି ରେ ଶ୍ରୀଅନ୍ନକୁ ସ୍ଥାନ ଦେବାକୁ ପ୍ରବର୍ତ୍ତାଇବା ପାଇଁ ଆଜି ଶନିବାର ଦିନ ୧୧ଟା ୩୦ମିନିଟରେ ଭଟଲି କୃଷି ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ଶ୍ରୀଅନ୍ନ ଅଭିଯାନ ସଚେତନତା ରଥ ର ଶୁଭାରମ୍ଭ ହୋଇଥିଲା।