ଜୟପୁର କଣ୍ଡରା ସାହି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ବରାହ ଜନ୍ମ ଉତ୍ସବ ପାଳନ କରାଯାଇଛି । ଲକ୍ଷ୍ମୀ ନୃସିଂହଙ୍କୁ ବରାହ ବେଶରେ ସଜ୍ଜିତ କରାଯାଇଛି । ଖିରି ଖେଚିଡି, ଶୁଖିଲା ଭୋଗ , ଫଳ ।ଦି ଭୋଗ ଲାଗି କରାଯାଇଛି । ସନ୍ଧ୍ୟା ୭ଟା ରେ ସ୍ୱତନ୍ତ୍ର ଆଳତି ଭୋଗ ଲାଗି କରାଯାଇଥିବା ନେଇ ପୁଜକ ସୁନିଲ ଆଚାଯ୍ୟ ସୁଚନା ଦେଇଛନ୍ତି ।