ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୫ ସ୍ଥିତ ସିଭିକ ସେଣ୍ଟର ଠାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ-୨୦୨୪ ର ଅଷ୍ଟମ ସନ୍ଧ୍ୟାରେ ନାଟକ ମଞ୍ଚସ୍ଥ
ରାଉରକେଲା: ଆଜି ସୋମବାର ଦିନ ସନ୍ଧ୍ୟା ୭ ଘଟିକା ସମୟରେ ସେକ୍ଟର ୫ ସ୍ଥିତ civics ସେଣ୍ଟର ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଅଷ୍ଟମ ଦିବସରେ ପ୍ରୟାସ ର ନାଟକ ଗିରଫ ମଞ୍ଚସ୍ଥ ହୋଇଯାଇଛି। ପ୍ରବୀର ଜେନା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ସୁବ୍ରତ ତରାଇ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ପ୍ରଶାସକ ମହ