ସତ୍ୟବାଦୀ: ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନରେ ସତ୍ୟବାଦୀ ବିଧାୟକଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ,ଯୋଗଦେଲେ ସ୍ଥାନୀୟ ବିଧାୟକ
Satyabadi, Puri | Sep 5, 2025
ଆଜି ପୂର୍ବାହ୍ନ ୧୦ଟାରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଭୁବନେଶ୍ଵର ସ୍ଥିତ ସରକାରୀ ବାସ ଭବନରେ ଜନ ଶୁଣାଣି ଶିବିର ଅନୁଷ୍ଠିତ...