ସୁନ୍ଦରଗଡ ସହର: ହେମଗିର ବ୍ଲକ ସଭାଗୃହ ଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ହେମଗିର ବ୍ଲକ ସଭାଗୃହ ଠାରେ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ.. ଆଜି ଦିନ 12 ଟା ସମୟରେ ହେମଗିର ବ୍ଲକ ସଭାଗୃହ ଠାରେ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଚି, ଏହି ଅବସରରେ ମୋଟ 120 ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା, ଏହି କାର୍ଯ୍ୟକ୍ରମ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ, ସହ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ..