ଆଜି ରାମପୁର ସ୍ଥିତ ପ୍ରେମ ଫୁଡ୍ ଇଣ୍ଡଷ୍ଟ୍ରି ର ଆଇସ୍ କ୍ରିମ୍ କାରଖାନା ପରିଦର୍ଶନ କଲେ ଜିଲ୍ଲାପାଳ।ପରିଦର୍ଶନ ସମୟରେ ସେ ଉତ୍ପାଦନ ଓ ପ୍ୟାକେଜିଂ ପ୍ରକ୍ରିୟା ବିସ୍ତାରିତ ଭାବେ ଅବଲୋକନ କରି, କାରଖାନାର ସ୍ୱଚ୍ଛତା ଓ ଗୁଣସ୍ତର ରକ୍ଷା ପାଇଁ ଜରୁରୀ ଦିଶାନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରମିକମାନଙ୍କ ସହ କଥା ହୋଇ ତାଙ୍କ ସମସ୍ୟା ଓ ପ୍ରସ୍ତାବ ସୁଣିଥିଲେ । ସେ କହିଥିଲେ ଯେ, ଏପରି ଉଦ୍ୟମ ଜିଲ୍ଲାର ଯୁବମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଏହି ପରିଦର୍ଶନ ସମୟରେ କାରଖାନା ପ୍ରଶାସନ, ଶିଳ୍ପ ବିଭାଗ ଅଧିକାରୀମାନେ ଓ ସ୍ଥାନୀୟ ପ୍ରତିନିଧିମାନେ