ଛତ୍ରପୁର: ଅପରେସନ ଅନ୍ବେଷଣରେ ଜିଲ୍ଲାରେ ୯୦ ଜଣ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର, ଛତ୍ରପୁର ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା
Chhatrapur, Ganjam | Aug 22, 2025
ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଅପରେସନ ଅନ୍ବେଷଣ ।ନିଖୋଜ ମହିଳା ଓ ଶିଶୁଙ୍କୁ ଉଧାର କରାଯାଉଛି। ଏହି କ୍ରମରେ...