ବ୍ଲକ୍ ସଭା ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ଓ ବିଭିନ୍ନ ସ୍ଥାନରେ ରହୁଥିବା ଲୋକେ କିପରି ଆତ୍ମ ନିର୍ଭର ଶିଳ ବଞ୍ଚିବା ସହ ନିଜ ଅଞ୍ଚଳ ରେ ଥିବା ପ୍ରାକୃତିକ ପରିବେଶ କୁ ବଞ୍ଚାଇ ନିଜେ ସୁସ୍ଥ ରହି ପାରିବା ସେ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ସମୟରେ ବନ ଅଧିକାରୀ,ବ୍ଲକ୍ ପ୍ରଶାସନିକ ଅଧିକାରୀ ଙ୍କ ସହ ବହୁ ଜନ ପ୍ରତିନିଧି ଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।