ନୟାଗଡ ସଦର: ସୃଜନିକା ପକ୍ଷରୁ ଅଗଷ୍ଟ ୩୧ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସର ନୃତ୍ୟ ପ୍ରତିଯୋଗିତା ନେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପ୍ରସ୍ତୁତି ବୈଠକ
Nayagarh Sadar, Nayagarh | Aug 17, 2025
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ତରଫରୁ ପୂର୍ବ ବର୍ଷ ଭଳି ଏ ବର୍ଷ ଅଗଷ୍ଟ ୩୧ ତାରିଖ ରବିବାର ପୂର୍ବାହ୍ନ ୯ ଘଣ୍ଟା ସମୟ ରେ...