ଚମ୍ପାଲି ନାଳରେ ବାଇକ ଦୁର୍ଘଟଣରେ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରଲୋକସମ୍ବଲପୁର ଜିଲ୍ଲା ରେଢାଖୋଲ ନାକଟିଦେଉଳ ରାସ୍ତାର ଚମ୍ପାଲି ନାଳରେ ସୋମବାର ସକାଳେ ବାଇକ ଦୁର୍ଘଟଣାରେ ରେଢ଼ାଖୋଲ ଓଟିଭିର ପ୍ରତିନିଧି ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରଲୋକ ହୋଇଛି । ସୂଚନାଯୋଗ୍ୟ ଯେ ନାକଟିଦେଉଳ ବ୍ଳକ କାର୍ଯ୍ୟାଳୟ ରେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣୀ ଶିବିର ହେଉଥିଲା । ସେଠାକୁ ଖବର ସଂଗ୍ରହ ପାଇଁ ନିଜ ବାଇକ ଯୋଗେ ଯାଉଥିବା ବେଳେ ଚମ୍ପାଲି ନାଳ ଠାରେ ବାଇକ ଦୁର୍ଘଟଣା ହୋଇଥିଲା ଏବଂ ସେ ଗୁରୁତର ହୋଇଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ