ବାଲିଗୁଡା ସହରରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ ହଇଯାଇଛି, ନୁଆପଡାରେ ବିଜେପି ବମ୍ଫର ଭଟ ଏବଂ ବିହାର ନିର୍ବାଚନ ର ବିଜୟ ପରେ ବାଲିଗୁଡା ଠାରେ ଶୁକ୍ରବାର ସଂନ୍ଧ୍ୟା 7ଘଣ୍ଟିକା ରେ ବିଜେପି ପକ୍ଷରୁ ଆତସବାଜୀ ସହ ସହର ସାରା ବୁଲି ମିଷ୍ଠାନ ବଣ୍ଟନ କରିଛନ୍ତି, ଏହି କାଯ୍ୟକ୍ରମ ରେ ବିଧାୟକ ପାର୍ଥି କଳ୍ପନା କହଂର, ରାଜ୍ୟ କାଯ୍ୟକାରୀଣି ସଦସ୍ୟ ପଦ୍ମ ଚରଣ ଦାସ, ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ମନଜ ରଥ, ସୁରେନ୍ଦ୍ର ପାତ୍ର, ଶୁବାସିଶ ମିଶ୍ର, ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ, ସମ୍ଫୁଣ୍ଣ ବାଲିଗୁଡା ରେ ଆତସବାଜି ସହ ବିଜେପି