ବଡ଼ ତର୍ଗୀୟା ଗ୍ରାମରେ ଅବକାରୀ ଚଢାଉ ବାଇକ ସହ ଜଣେ ଗିରଫ କୋଟପାଡ଼ ନିର୍ବାଚନ ମଣ୍ଡଳୀ ବୋରିଗୁମ୍ମା ବ୍ଲକ ବଡ଼ ତର୍ଗୀୟା ଗ୍ରାମରେ ଅବକାରୀ ଚଢାଉ ବାଇକ ସହ ଜଣେ ଗିରଫ . ଗ୍ରାମ ରେ ବେଆଇନ ଭାବରେ ଚୋରା ଦେଶୀ ମଦ କାରବାର କରୁଥିବା ସୂଚନା ପାଇଁ ବୋରିଗୁମ୍ମା ଅବକାରୀ ବିଭାଗ ଏଇ ଗ୍ରାମ ରେ ଚଢାଉ କରି ଗ୍ରାମର ବାଇକ ସହ 40 ଲିଟର ଦେଶୀ ମଦ ସହ ତୁଳସୀ ରାମ ବିଷୋୟୀ କୁ ଗିରଫ କରିଥିବା ବୋରଗୁମ୍ମା ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି